250+ Odia Grammar “Rudhi O Odia Lokabani” MCQs, ରୂଢି ପ୍ରୟୋଗ ଏବଂ ଓଡ଼ିଆ ଲୋକବାଣୀ ର Exam Oriented Quesitons ଭାଗ – 1

In this article, you will get upto 250 Questions on “Rudhi Praoyga” (ରୂଢି ପ୍ରୟୋଗ). Rudhi Praoyga questions are a very important chapter of Odia Byakarana (ଓଡ଼ିଆ ବ୍ୟାକରଣ) considering the upcoming OSSC, OSSSC, and OPSC exams. The exam conducting buddies in Odisha generally ask a minimum of 3-4 questions from “Rudhi Praoyga” (ରୂଢି ପ୍ରୟୋଗ) and “Odia Lokabani” (ଓଡ଼ିଆ ଲୋକବାଣୀ) combined based on the syllabus.

So it is very important to practice Rudhi Praoyga Exam Level Questions before the exam. We have given a list of very very important questions from “Rudhi Praoyga” (ରୂଢି ପ୍ରୟୋଗ) and “Odia Lokabani” (ଓଡ଼ିଆ ଲୋକବାଣୀ) on this page and in further we will add more questions based on the latest Odisha Government Exam pattern.

1. ଓଡ଼ିଆ ଭାଷା ରେ ରୂଢିକୁ କେତେ ଭାଗ ରେ ବିଭକ୍ତ କରାଯାଇଅଛି ?

[A] 3
[B] 5
[C] 6
[D] 8

2. ‘ଆଖିଦେବା’ – ରୂଢିଟିର ଅର୍ଥ କେଉଁଟି ?

[A] ଡ଼ରାଇବା
[B] ଇର୍ଷା କରିବା
[C] ଲୋଭ କରିବା
[D] ରାଣ ପକାଇବା

3. ‘କପାଳ ଫିଟିବା’ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

[A] ସର୍ବସ୍ବ ଲୁଟିନେବା
[B] ବୃଥା ପରିଶ୍ରମ କରିବା
[C] ମଳିନ ଦିଶିବା
[D] ସର୍ବନାଶ ହେବ

4. ‘କପାଳ ଫାଟିବା’ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

[A] ସର୍ବସ୍ବ ଲୁଟିନେବା
[B] ବୃଥା ପରିଶ୍ରମ କରିବା
[C] ମଳିନ ଦିଶିବା
[D] ସର୍ବନାଶ ହେବା

5. ‘କଣ୍ଟାକୁ କଣ୍ଟାରେ କାଢ଼ିବା’ – ଏହି ରୂଢିର ଅର୍ଥ କଣ?

[A] ଶତ୍ରୁକୁ ଶତ୍ରୁ ସାହାଯ୍ୟ ରେ ଆୟତ୍ତ କରିବା
[B] ଯୁକ୍ତି ଦ୍ୱାରା ଖଣ୍ଡନ କରିବା
[C] ହତାଶ ହେବ
[D] କାର୍ଯ୍ୟାରମ୍ଭ କରିବା

Related Posts

Leave a Comment