250+ Odia Grammar “Rudhi O Odia Lokabani” MCQs, ରୂଢି ପ୍ରୟୋଗ ଏବଂ ଓଡ଼ିଆ ଲୋକବାଣୀ ର Exam Oriented Quesitons ଭାଗ – 1

16. ‘ ଗୁମର ଫିଟିବା ‘ – ଏହି ରୂଢିର ଅର୍ଥ କଣ ?

[A] ଅଧୀର ହେବ
[B] ଲୁଚିଥିବା ଧନ ଦେଖାଇବା
[C] ନେହୁରା ହେବ
[D] ରହସ୍ୟ ଖୋଲିଯିବା

[D] ରହସ୍ୟ ଖୋଲିଯିବା

17. ‘ ଖଣ୍ଡ ଧାର ରେ ଚାଲିବା ‘ – ଏହି ରୂଢିର ଅର୍ଥ କଣ ?

[A] ଅତି ସାବଧାନରେ ଚଳିବା
[B] ଜୀବିକାରେ ବାଧା ଦେବା
[C] ଯୁଦ୍ଧ କରିବା
[D] ନିନ୍ଦା ଦେବା

[A] ଅତି ସାବଧାନରେ ଚଳିବା/ ଠିକ ବାଟ ରେ ଯିବା

18. ‘ ଖାଇବା ପତ୍ରରେ ଧୂଳି ଦେବା ‘ – ଏହି ରୂଢିର ଅର୍ଥ କଣ ?

[A] ଜୀବିକାରେ ବାଧା ଦେବା
[B] ଅଳିଆ କରିବା
[C] ସଫା ସୁତୁରା ନ ରଖିବା
[D] ଭୋକ ରେ ଆଉତୁ ପାଉଟୁ ହେବା

[A] ଜୀବିକାରେ ବାଧା ଦେବା 9

19. ‘ ଗୋଡରୁ ପାଣି ମରିବା ‘ – ଏହି ରୂଢିର ଅର୍ଥ କଣ ?

[A] ପୋଖରୀର ପାଣି ଶୁଖିଯିବା
[B] ପାଣିର ଅଭାବ
[C] ଥକି ଯିବା
[D] ଗୋଡ ରେ ଆଘାତ ଲାଗିବା

[C] ଥକି ଯିବା

20. ‘ ଘଣ୍ଟ ପିଟିବା ‘ – ଏହି ରୂଢିର ଅର୍ଥ କଣ ?

[A] ପ୍ରଚାର କରିବା
[B] ପରୀକ୍ଷା କରିବା
[C] କଥା ବାର୍ତା ନହେବା
[D] ସଭା ଆରମ୍ଭ କରିବା

[A] ପ୍ରଚାର କରିବା

Related Posts

Leave a Comment