250+ Odia Grammar “Rudhi O Odia Lokabani” MCQs, ରୂଢି ପ୍ରୟୋଗ ଏବଂ ଓଡ଼ିଆ ଲୋକବାଣୀ ର Exam Oriented Quesitons ଭାଗ – 1

11. ‘ କଳା କୁ ଧଳା କରିବା ‘ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

[A] କଳାକନା ବୁଲାଇବା
[B] ବୃଥା ପରିଶ୍ରମ କରିବା
[C] ଭୁଲ କୁ ଠିକ ଭାବେ ପରିଣତ କରିବା
[D] ସାମାନ୍ୟ ବ୍ୟୟ ରେ ବହୁତ ଲାଭ କରିବା

[C] ଭୁଲ କୁ ଠିକ ଭାବେ ପରିଣତ କରିବା

12. ‘ ଖଡ଼ି ଛୁଇଁବା ‘ – ଏହି ରୂଢିର ଅର୍ଥ (Rudhi Meaning) କଣ ?

[A] ଠିକ ବାଟରେ ଯିବା
[B] ଚିନ୍ତା କରିବା
[C] ବିପଦରେ ପକାଇବା
[D] ବିଦ୍ୟାରମ୍ଭ କରିବା

[D] ବିଦ୍ୟାରମ୍ଭ କରିବା

13. ‘ ଗାଲ ରେ ହାତ ଦେବା ‘ – ଏହି ରୂଢିର ଅର୍ଥ କଣ ?

[A] ଚିନ୍ତା କରିବା
[B] ବୃଥା ପରିଶ୍ରମ କରିବା
[C] ହାଲିଆ ହେଇଯିବା
[D] କଷ୍ଟେ ମଷ୍ଟେ ଚଳିବା

[A] ଚିନ୍ତା କରିବା

14. ‘ ଘଣ୍ଟା ଘୋଡାଇବା ‘ – ଏହି ରୂଢିର ଅର୍ଥ କଣ ?

[A] ଚିନ୍ତା କରିବା
[B] ଲୁଚାଇବା
[C] ରହସ୍ୟ ଖୋଲିଯିବା
[D] କାର୍ଯ୍ୟ ଆରମ୍ଭ ପୂର୍ବରୁ ବାଧା ବିଘ୍ନ

[B] ଲୁଚାଇବା / ରକ୍ଷା କରିବା

15. ‘ ଗୋଡ ଟାଣିବା ‘ – ଏହି ରୂଢିର ଅର୍ଥ କଣ ?

[A] ଥକି ଯିବା
[B] ଇର୍ଷା ରେ କ୍ଷତି କରିବା
[C] ପ୍ରସ୍ତୁତ ହୋଇ ରହିବ
[D] ତଳକୁ ପଡିଯିବା

[B] ଇର୍ଷା ରେ କ୍ଷତି କରିବା

Related Posts

Leave a Comment