250+ Odia Grammar “Rudhi O Odia Lokabani” MCQs, ରୂଢି ପ୍ରୟୋଗ ଏବଂ ଓଡ଼ିଆ ଲୋକବାଣୀ ର Exam Oriented Quesitons ଭାଗ – 1

21. ‘ଖାଲ ଖୋଳିବା’ – ଏହି ରୂଢିର ଅର୍ଥ କଣ ?

[A] କୂଅ ଖୋଳିବା
[B] ପାଣି ସଂଚୟ କରିବା
[C] ଷଡଯନ୍ତ୍ର କରିବା
[D] ବିପଦରେ ପକାଇବା

[C] ଷଡଯନ୍ତ୍ର କରିବା /ବିପଦ ସୃଷ୍ଟି କରିବା

21. ‘ଖାଲ ଖୋଳିବା’ – ଏହି ରୂଢିର ଅର୍ଥ କଣ ?

[A] କୂଅ ଖୋଳିବା
[B] ପାଣି ସଂଚୟ କରିବା
[C] ଷଡଯନ୍ତ୍ର କରିବା
[D] ବିପଦରେ ପକାଇବା

[C] ଷଡଯନ୍ତ୍ର କରିବା /ବିପଦ ସୃଷ୍ଟି କରିବା

23. ‘ଖିଅ କାଢ଼ିବା’ – ଏହି ରୂଢିର ଅର୍ଥ କଣ ?

[A] ଅନ୍ୟ କୁ ମାରିବା
[B] କପଡା ଚିରିବା
[C] କପଡା ବୁଣିବା
[D] ଦୋଷ ବାଛିବା

[D] ଦୋଷ ବାଛିବା

24. ‘ଗୋଡ଼ରୁ ପାଣି ମରିବା’ – ଏହି ରୂଢିର ଅର୍ଥ କଣ ?

[A] ଥକି ଯିବା
[B] ରହସ୍ୟ ଖୋଲିଯିବା
[C] ଚିନ୍ତା କରିବା
[D] ବିରକ୍ତ ହେବା

[A] ଥକି ଯିବା

25. ‘ଖୁଣ୍ଟା ଦେବା’ – ଏହି ରୂଢିର ଅର୍ଥ କଣ ?

[A] କଷ୍ଟେ ମଷ୍ଟେ ଚଳିବା
[B] ଖୁସି ରେ ନାଚି ଉଠିବା
[C] ପ୍ରସ୍ତୁତ ହୋଇ ରହିବା
[D] ନିନ୍ଦା ଦେବା

[D] ନିନ୍ଦା ଦେବା

Related Posts

Leave a Comment