250+ Odia Grammar “Rudhi O Odia Lokabani” MCQs, ରୂଢି ପ୍ରୟୋଗ ଏବଂ ଓଡ଼ିଆ ଲୋକବାଣୀ ର Exam Oriented Quesitons ଭାଗ – 1

6. ‘ଏପଟ ସେପଟ ହେବା’ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

[A] ସୁଯୋଗ କୁ ଅପେକ୍ଷା କରିବା
[B] ସ୍ଥିର ନ ରହିବା
[C] ଯନ୍ତ୍ରଣା ଉପରେ ଯନ୍ତ୍ରଣା
[D] ବିନା କାରଣ ରେ ଅନ୍ୟ ସହ ଝଗଡା ସୃଷ୍ଟି କରିବା

7. ‘କପାଳ ଫିଟିବା’ – ଏହି ରୂଢିର ଅର୍ଥ କଣ?

[A] ସର୍ବନାଶ କରିବା
[B] ସୁଦିନ ଆସିବା
[C] ବିଷ୍ମୟ ପ୍ରକାଶ କରିବା
[D] ଆଶ୍ରା ପାଇବା

8. ‘ଓର ଉଣ୍ଡିବା’ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

[A] ଅଭ୍ୟସ୍ଥ ହେବା
[B] ବିଶ୍ୱାସ ଘାତକତା କରିବା
[C] ଠକି ଦେଇ ଚାଲିଯିବା
[D] ସୁଯୋଗ କୁ ଅପେକ୍ଷା କରିବା

9. ‘କପାଳରେ କର ମାରିବା ‘ – ଏହି ରୂଢିର ଅର୍ଥ କଣ?

[A] ହତାଶ ହେବା
[B] କଳି କରିବା
[C] ସାମାନ୍ୟ ବ୍ୟୟ ରେ ବହୁତ ଲାଭ କରିବା
[D] ଜୀବିକାରେ ବାଧା ଦେବା

10. ‘ଅଗ୍ନି ଶର୍ମା ହେବା ‘ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

[A] କୌଣସି କାର୍ଯ୍ୟ ପାଇଁ ସାହସ ବାନ୍ଧିବା
[B] ଖୁବ ରାଗିବା
[C] ତଣ୍ଟିଆ ଦେବା
[D] ଶୋଚନୀୟ ଅବସ୍ଥା

Related Posts

Leave a Comment